Monday, September 7, 2026
ADVERTISEMENT
Home ଆଞ୍ଚଳିକ ମାନବ ସେବା ହିଁ ମାଧବ ସେବା: ଯୁବ ସମାଜସେବୀ ତଥା ସାମ୍ବାଦିକ ଶ୍ରୀମାନ ଗୁରୁ ପ୍ରସାଦ...

ମାନବ ସେବା ହିଁ ମାଧବ ସେବା: ଯୁବ ସମାଜସେବୀ ତଥା ସାମ୍ବାଦିକ ଶ୍ରୀମାନ ଗୁରୁ ପ୍ରସାଦ ପଟ୍ଟନାୟକ

1388
ADVERTISEMENT

ବ୍ରହ୍ମପୁର,୧୭-୦୬(ବିଶ୍ୱରଞ୍ଜନ): ରେଶମ ସହର ବ୍ରହ୍ମପୁରର ଜଣେ ଯୁବ ସମାଜସେବୀ ତଥା ସାମ୍ବାଦିକ ଶ୍ରୀମାନ ଗୁରୁ ପ୍ରସାଦ ପଟ୍ଟନାୟକ କରୋନା ମହାମାରୀ ଭୁତାଣୁ ସଂକ୍ରମଣ ସମୟରେ ସାରା ବିଶ୍ୱ ଚିନ୍ତାରେ ଥିବା ସମୟରେ ନିଜ ଜୀବନକୁ ବାଜିଲଗାଇ ସମାଜର ଅବହେଳିତ ଗରିବ ଅସହାୟ, ମାନସିକ ବିକାରଗ୍ରସ୍ଥ ରୋଗୀ ଓ ବୁଲା ଜୀବ ଜନ୍ତୁଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରି ଏବଂ ସେବାକରି ମାନବ ଜାତି ପାଇଁ ଉଦାହରଣ ସାଜିଛନ୍ତି ଏବଂ ମହାମାରୀ କରୋନାର ଆଗଧାଡିର ଯୋଦ୍ଧା ହେବାରେ ଶୂନ୍ୟସ୍ଥାନ ପୂରଣ କରି ଓଡିଶା ସ୍ବେଚ୍ଛାସେବୀ ସଙ୍ଗଠନ ତରଫରୁ ଏହି ମାନପତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Advertisement