Friday, September 18, 2026
ADVERTISEMENT
Home କନ୍ଧମାଳ କଂଗ୍ରେସ ହାତକୁ ଗଲା ବ୍ଲକ ଅଧ୍ୟକ୍ଷା

କଂଗ୍ରେସ ହାତକୁ ଗଲା ବ୍ଲକ ଅଧ୍ୟକ୍ଷା

709
ADVERTISEMENT

କନ୍ଧମାଳ,୧୭-୦୬(ସୁରେଶ କୁମାର ପଣ୍ଡା): ଦାରିଙ୍ଗବାଡି ବ୍ଲକ ଅଧ୍ୟକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟା ପଦ ରଦ ପରେ ଏହି ଦାୟିତ୍ୱ ଭାର ଉପାଧ୍ୟକ୍ଷ ରମାକାନ୍ତ ବଳିୟାରସିଂ ଅଧ୍ୟକ୍ଷ ଦିଆଯାଇଥିଲା ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ି ନିର୍ଦେଶ କ୍ରମେ ଅଧ୍ୟକ୍ଷ ପଦ ପାଇଁ ଭୋଟିଂ ହୋଇଥିଲା ଭୋଟିଂରେ ଲଟେରୀ କରାଯାଇଛି ଲଟେରୀରେ କଂଗ୍ରେସ ସମିତି ସଭ୍ୟା ରୁଦ୍ରା ମଳିକ ବିଜୟୀ ଲାଭ କରିଥିଲେ ଶ୍ରୀମତୀ ମଳିକ ରମାକାନ୍ତ ବଳିୟାରସିଂଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ |

Advertisement