
ବାଲିଗୁଡ଼ା,୧୭-୦୬(ଟିକି ଦଣ୍ଡିଆ): କନ୍ଧମାଳ ବେଆଇନ ବାଲି ଚାଲାନ ହେଉଥିବା ବେଳେ ବାଲିଗୁଡ଼ା ତହସିଲଦାର କ୍ଷିରବ୍ଧ ତନ୍ନୟା ସାହୁଙ୍କ ପକ୍ଷରୁ ଚଢ଼ାଉ କରିଥିଲେ |ମୋଟ ୬ଟି ଟ୍ରାକ୍ଟର ଜବତ କରିଥିଲେ ପ୍ରତି ଟ୍ରାକ୍ଟର ପିଛା ୧0ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି | କିଛି ଦିନହେଲା ନଦୀରୁ ବାଲି ଚାଲାନ ନେଇ ଅଭିଯୋଗ ହୋଇଆସୁଥିଲା ବାଲିଗୁଡ଼ା ତହସିଲଦାରଙ୍କ ମିଳିତ ଟିମ ଚଢ଼ାଉ କରିଥିଲେ |


















