ଗଜପତି,୧୫।୬(ପ୍ରଭାତ କୁମାର ପାତ୍ର ): ପାରଳାଖେମୁଣ୍ଡି ଠାରେ ନିର୍ମାଣାଧୀନ ଜିଲ୍ଲା କୋର୍ଟର ନୂତନ କୋଠା ପରିସରରେ ଗଞ୍ଜେଇ ଗଛ । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନିର୍ମାଣାଧୀନ ଥିବା ଜିଲ୍ଲା ନ୍ୟାୟାଳୟ କୋଠାର ପାଶ୍ୱରେ ଏବଂ ବିଚାରପତି ମାନଙ୍କ ବାସଗୃହକୁ ଯିବାକୁ ରହିଥିବା ରାସ୍ତା କଡରେ ରହିଛି ଗଞ୍ଜେଇ ଗଛ । ଏହା ଦେଖିବାକୁ ମିଳିଛି ନିର୍ମାଣ କାରି ସଂସ୍ଥାର ଏତେ ସବୁ ଅଧିକାରି ତଦାରଖ ପାଇଁ ବାରମ୍ବାର ଗସ୍ତ କରୁଥିଲେ ସୁଦ୍ଧା କେହି ସେଥିପ୍ରତି ଦୃଷ୍ଟି ଦେଉନାହାନ୍ତି ?















