Friday, September 25, 2026
ADVERTISEMENT
Home ଆଞ୍ଚଳିକ ସଂଘରୋଧ ଗୃହରୁ ଘରକୁ ଫେରିଲେ ପ୍ରବାସୀ

ସଂଘରୋଧ ଗୃହରୁ ଘରକୁ ଫେରିଲେ ପ୍ରବାସୀ

244
ADVERTISEMENT

କନ୍ଧମାଳ,୧୫।୬(ସୁରେଶ କୁମାର ପଣ୍ଡା): କନ୍ଧମାଳ ବାଲିଗୁଡ଼ା ବ୍ଲକ ସୁଡ୍ରା ସଂଘ ରୋଧ ଗୃହରୁ ନିଜ ଘରକୁ ଫେରିଲେ ପ୍ରବାସୀ ଓଡ଼ିଆ ।ଏହି ପ୍ରବାସୀ ତାମିଲନାଡୁରୁ ଫେରି ୧୪ ଦିନ ସଂଘ ରୋଧ ଗୃହରେ ରହିବା ପରେ ନିଜ ଘର ପକାରୀ, ବଉଦିଙ୍ଗିଆ, ରୁତୁଙ୍ଗିଆ ଗ୍ରାମ ଫେରି ଥିଲେ । ବାଲିଗୁଡ଼ା ବିଡ଼ିଓ ନରେଶ ଚନ୍ଦ୍ର ଶବର ଓ ସରପଞ୍ଚ ନରସିଂହ ମଳିକଙ୍କୁ ବହୁତ ପ୍ରଶଂସା କରିବା ସହ ଧନ୍ୟବାଦ ଜଣେଇଥିଲ । ଆହୁରି କହିଛନ୍ତି ଖାଇବା ଠିକ ସମୟରେ ଦେଉଥିଲେ । ଆମର ଏହି ୧୪ ଦିନ ଆମ ଘର ମାନଙ୍କରେ ଏଭଳି ସୁବିଧା ପାଇବୁ ନାହିଁ ବୋଲି ପ୍ରବାସୀମାନେ ପ୍ରଶଂସାର ସହ କହିଥିଲେ।

Advertisement