Tuesday, September 29, 2026
ADVERTISEMENT
Home କନ୍ଧମାଳ ୨୨ଟି ବ୍ରହ୍ମକମଳ ଫୁଲ ଫୁଟିବା ଶୁଣି ଦର୍ଶକଙ୍କ ଭିଡ଼ ଜମୁଛି

୨୨ଟି ବ୍ରହ୍ମକମଳ ଫୁଲ ଫୁଟିବା ଶୁଣି ଦର୍ଶକଙ୍କ ଭିଡ଼ ଜମୁଛି

556
ADVERTISEMENT

କ.ନୂଆଗାଁ,୧୫-୦୬(କେ ନାଗେଶ୍ୱର ପାତ୍ର): କନ୍ଧମାଳ ସାରଙ୍ଗଡ଼ ଗ୍ରାମର ତ୍ରିନାଥ ସାହୁଙ୍କ ଘରେ ଆଜି ୨୨ ଗୋଟି ବ୍ରହ୍ମକମଳ ଫୁଲ ଫୁଟିଛି l ଏହି ଖବର ସାରଙ୍ଗଡ଼ର ସମସ୍ତ ଲୋକ ତ୍ରିନାଥଙ୍କ ବାଡ଼ିରେ ବହୁତ ଭିଡ଼ ହୋଇଥିଲା l ଏହି ଫୁଲକୁ ଘରଲୋକ ମନ୍ଦିରରେ ଦେଇଥିଲେ |

Advertisement