କନ୍ଧମାଳ,୧୪-୦୬(ସୁରେଶ କୁମାର ପଣ୍ଡା/ସୁଭାଶିଷ କହଁର): ଫୁଲବାଣୀ ସଦରମହକୁମା ସ୍ଥିତ ନଦିଖଣ୍ଡି ସାହିରେ ସୁମନ୍ତି ମହାରଣାଙ୍କ ବଗିଚାରେ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖି ପରିବାର ସଦସ୍ଯ ଖୁସି ହୋଇଛନ୍ତି। ଏହି ଖବର ଶୁଣି ସ୍ଥାନୀୟ ଲୋକେ ଆସି ଫୁଲକୁ ଦେଖି ନିଜକୁ ଧନ୍ଯ ମନେ କରିଛନ୍ତି ଏ ବର୍ଷ ପ୍ରଥମ କରି ୧୨ଟି ବ୍ରହ୍ମକମଳ ଫୁଲ ଫୁଟୁଥିବା କହିଛନ୍ତି ସୁମନ୍ତି ମହାରଣା |




















