ବ୍ରହ୍ମପୁର କିଛି ଦିନର ବ୍ୟବଧାନ ପରେ ମୁଣ୍ଡ ଟେକିଲା ହତ୍ୟା ଏବଂ ଲୁଣ୍ଠନ

598
ADVERTISEMENT

ବ୍ରହ୍ମପୁର,୧୪-୦୬ (ବିଶ୍ୱରଞ୍ଜନ): ଗତ କାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ହିଲପାଟନାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ଯଥା ହେରିଟେଜ କ୍ଷୀର ଡିଲର ଲମ୍ବୋଧର ମୁନି ନାମକ ବ୍ୟବସାୟୀଙ୍କ ଘରେ କିଛି ଦୁର୍ବୁତ୍ତ ପଶି ଡକାୟତି କରିବାସଙ୍ଗେ ବ୍ୟବସାୟୀଙ୍କୁ ହତ୍ୟ କରାଯାଇଥିବା ଜଣାପଡିଛି | ସକାଳୁ କିଛି ଲୋକ କ୍ଷୀର ଆଣି ଯିବା ପରେ ଏହି ଘଟଣା ପଦାକୁ ଆସିଛି | ଏହା ଜଣା ପଡ଼ିଲାପରେ ସ୍ଥାନୀୟ ସାହି ବାସିନ୍ଦା ପୋଲିସକୁ ଖବର ଦେଇଛନ୍ତି | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନ ଆରମ୍ଭ କରିଛି |

Advertisement