ବ୍ରହ୍ମପୁର ୧୩/୦୬(ଗୁରୁ ପ୍ରସାଦ ପଟ୍ଟନାୟକ):କଣ୍ଟେନମେଣ୍ଟ୍ ଜୋନ୍ ହେଲା ଛତ୍ରପୁର ବ୍ଲକ୍ ନରେନ୍ଦ୍ରପୁର ଗାଁ । ଷ୍ଟେସନ୍ ରୋଡ୍ ନିକଟରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛନ୍ତି ସ୍ଥାନୀୟ ସରପଞ୍ଚ । ସେ ନରେନ୍ଦ୍ରପୁର ଗାଁକୁ ୫ ଦିନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଥିବା ବେଳେ ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି ।

















