Thursday, November 5, 2026
ADVERTISEMENT
Home ଆଞ୍ଚଳିକ ସ୍ବର୍ଗତା ଗିତା ସାହୁଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା

ସ୍ବର୍ଗତା ଗିତା ସାହୁଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା

383
ADVERTISEMENT


ବଲାଙ୍ଗୀର, ୧୨।୬(ଦେବବ୍ରତ ଗୁରୁ): ଦେଓଗାଁ ବ୍ଲକ ମହିଳା ସଙ୍ଗଠିକା ସ୍ବର୍ଗତା ଗିତା ସାହୁ ଙ୍କ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇ ଅମର ଆତ୍ମାର ସତଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ।

Advertisement