Friday, November 6, 2026
ADVERTISEMENT
Home ଆଞ୍ଚଳିକ ମଦ ରନ୍ଧା ଓ ବିକ୍ରି ବିରୋଧରେ ଜ଼ିଲ୍ଲାପାଳଙ୍କୁ ଦାବିପତ୍ର

ମଦ ରନ୍ଧା ଓ ବିକ୍ରି ବିରୋଧରେ ଜ଼ିଲ୍ଲାପାଳଙ୍କୁ ଦାବିପତ୍ର

248
ADVERTISEMENT


ବଲାଙ୍ଗୀର, ୧୨।୬(ବିଶିକେଶନ ବେହେରା): ସାରା ଓଡିଶାରେ ପ୍ରତ୍ୟେକ ଜିଲ୍ଲା ପ୍ରତ୍ୟେକ ବ୍ଲକ ପଂଚାୟତ ଗାଁ ଗାଁ ରେ ମଦ ଯୋଗୁଁ ମହିଳା ଙ୍କ ସ୍ଥିତି ସାଙ୍ଘାତିକ । ଘର ପରିବାର ଛୁଆ ପିଲାଙ୍କ ଭାର ମହିଳା ଉପରେ । ଆଜି ଆଗଲପୁର ବ୍ଲକ ଉପରବାହାଲ ଗ୍ରାମର ମହିଳା ମାନେ ଗାଁ ରେ ମଦ ରନ୍ଧା ଓ ବିକ୍ରି ଯୋଗୁଁ ଘରର ଆର୍ଥିକ ସ୍ଥିତି ତଥା ମା ଭଉଣୀ ଙ୍କ ଉପରେ ଅତ୍ୟାଚାର ଅସମ୍ମାନ ଅସହନୀୟ ହେବା ସହିତ ହିଂସା ବୃଦ୍ଧି ପାଉଛି । ଏହାର ବିରୋଧରେ ସଚେତନ ମହିଳା ମଞ୍ଚର ସହଯୋଗରେ ଆଗଲପୁର ଗାଁ ର ମହିଳା ମାନେ ଏକ ଦାବିପତ୍ର ଜ଼ିଲ୍ଲାପାଳଙ୍କୁ ଦେଇଥିଲେ । ଶୀଘ୍ରରୁ ଶୀଘ୍ର ଏହାର କାର୍ୟ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ ଜୋର ହେବ ବୋଲି କହିଥିଲେ ।

Advertisement