ବଲାଙ୍ଗୀର, ୧୨।୬(ଦେବବ୍ରତ ଗୁରୁ):”ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଙ୍ଗିତ ମାନ୍ୟତା କୁ ବିରୋଧ କରି କୋଶଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଏଥିରେ ବନ୍ଦେ ଉତ୍କଳ ଜନନୀ ର କୁଶପୁତ୍ତଳିକା ଦାହ ଓ କୋଶଲ ରାଜ୍ୟ ଗଠନ କରିବା ପାଇଁ ଦାବି କରାଯାଇଥିଲା । ସାମାଜିକ ଦୂରତ୍ବ ବଜାୟ ରଖି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା।


















