ଆଞ୍ଚଳିକବଲାଙ୍ଗୀର ସଡକ ଦୁର୍ଘଟଣାରେ ଜଣେ ମୃତ By Dunia Halchal - June 12, 2020 541 Share FacebookXPinterestWhatsApp ADVERTISEMENT ବଲାଙ୍ଗୀର,୧୨/୬(ଦେବବ୍ରତ ଗୁରୁ):ସଡକ ଦୁର୍ଘଟଣାରେ ଜଣେ ମୃତ I ବଲାଙ୍ଗୀର ସୋନପୁର ରୋଡରେ ବର୍ତମାନ କିଛି ସମୟ ପୂର୍ବରୁ ଗୋଟିଏ OD03N4833 ନମ୍ବର ଟ୍ରକ ଗୋଟିଏ OD31C2823 ନମ୍ବର ସ୍କୁଟିକୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି l ଟ୍ରକ ଡ୍ରାଇଭର ଫେରାର ଥିବା ଜଣା ପଡିଛି l Advertisement