Thursday, November 12, 2026
ADVERTISEMENT
Home ଆଞ୍ଚଳିକ ସହାୟତାର ହାତ ବଢାଇଲା ଲୋଇସିଂହା ମାହେଶ୍ୱରି ସଂଗଠନ

ସହାୟତାର ହାତ ବଢାଇଲା ଲୋଇସିଂହା ମାହେଶ୍ୱରି ସଂଗଠନ

217
ADVERTISEMENT

ବଲାଙ୍ଗୀର,୧୨/୬(ଦେବବ୍ରତ ଗୁରୁ):ଦୁଇ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢାଇଲା ଲୋଇସିଂହା ମାହେଶ୍ୱରି ସଂଗଠନ I ସରଗାଡର ଯୁବ ସମାଜସେବୀ ଜିତୁ ସାହୁଙ୍କ ସହାୟତାର ଗଣେଶ ବାଗ ଓ ପିଙ୍କି ବାଗ ଦୁଇ ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢାଇଲା ଲୋଇସିଂହା ମାହେଶ୍ୱରି ସଂଗଠନ ,ସେମାନେ ଲକଡାଉନ ସମୟରେ ବହୁତ ଅସୁବିଧାରେ ଦିନ କାଟୁଛନ୍ତି ତେଣୁ ଲୋଇସିଂହା ମାହେଶ୍ୱରି ସଂଗଠନ ତରଫରୁ ତାଙ୍କୁ କିଛି ଖାଇବା ସାମଗ୍ରୀ ଦେବାସହ ତାଙ୍କ ପଢିବା ପାଇଁ ମଧ୍ୟ ସୁବିଧା କରାଯିବ ବୋଲି ସୂଚନା ଦେଇଛନ୍ତି ।

Advertisement