Friday, November 6, 2026
ADVERTISEMENT
Home ଆଞ୍ଚଳିକ ସୂଚନା ଲୋକ ସଂପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

ସୂଚନା ଲୋକ ସଂପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

231
ADVERTISEMENT

ଛତ୍ରପୁର, ୧୧-୦୬ (ଡ଼ିଏଚ): ଗଞ୍ଜାମ ଜିଲ୍ଲାରେ ନୂତନ ସୂଚନା ଲୋକ ସଂପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରବି ନାରାୟଣ ବେହେରା । ଆଜି ଜିଲ୍ଲା କାର୍ୟ୍ୟାଳୟ ପରିସରରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଶ୍ରୀ ବେହେରା ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୯୬ ମସିହାରୁ ଓଡ଼ିଶା ସୂଚନା ସେବାରେ ଯୋଗଦାନ କରିବା ସହ ପ୍ରଥମେ ଜୟପୁର ଠାରୁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ନିଜର କାର୍ୟ୍ୟ ଆରମ୍ଭ କରିଥିଲେ ।

Advertisement