Thursday, November 5, 2026
ADVERTISEMENT
Home ଆଞ୍ଚଳିକ କଟକ ଗଲେ ଏକ ଜଟିଳ କ୍ୟାନ୍ସର ରୋଗୀ

କଟକ ଗଲେ ଏକ ଜଟିଳ କ୍ୟାନ୍ସର ରୋଗୀ

284
ADVERTISEMENT


ବଲାଙ୍ଗୀର, ୧୦।୬(ବିଶିକେଶନ ବେହେରା): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ର ଅଭି ବାରିକ କ୍ୟାନ୍ସର ରୋଗରେ ପୀଡିତ ଘରେ କମାଇଲା ଭଳି ଲୋକ ଆଉ କେହି ନାହାଁନ୍ତି, ଦିନେ ବଲାଙ୍ଗୀର ଡାକ୍ତରଖାନାରେ ସ୍ୱାମୀଙ୍କୁ ବାହାରକୁ ନେବା ପାଇଁ ସମସ୍ତଙ୍କୁ ସାହାଯ୍ୟ ମାଗୁଥାନ୍ତି ତାଙ୍କ ସ୍ତ୍ରୀ । ଏହି ସମୟରେ ବଲାଙ୍ଗୀର ବିଗହୁମେନ ଫାଉଣ୍ଡେସନ ତାଙ୍କୁ ଦେଖି ସହଯୋଗ ର ହାତ ବଢାଇବା ପାଇଁ ପ୍ରତିଶୃତି ଦେଇଥିଲେ। ଆଜି ତାଙ୍କୁ କଟକ ବଡ଼ ମେଡିକାଲ କୁ ଏକ ସ୍ପେସିଆଲ ଅର୍ଡର କରି ପଠାଗଲା । ଆସନ୍ତା କାଲି ଜିଲ୍ଲାପାଳ ମହୋଦୟଙ୍କୁ ସାକ୍ଷାତ କରି ଆର୍ଥିକ ସାହାଯ୍ୟ ପାଇଁ ଅନୁରୋଧ କରାଯିବ।

Advertisement