Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଗଛରେ ପିଟିଲା ଇଣ୍ଡିଗୋ

ଭାରସାମ୍ୟ ହରାଇ ଗଛରେ ପିଟିଲା ଇଣ୍ଡିଗୋ

989
ADVERTISEMENT

କନ୍ଧମାଳ, ୧୦।୬ (ସୁରେଶ ପଣ୍ଡା ): କନ୍ଧମାଳ ଗୋପାଳପୁର ରାୟିପୁର ୫୯ନମ୍ବର ଜାତୀୟ ରାଜପଥ ବାଲିଗୁଡ଼ା ଥାନା ସୁରୁବାଲି ଠାରେ ଡ୍ରାଇଭର ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିଲା ଇଣ୍ଡିଗୋ । ଯାହାର ନମ୍ବର ଓଡ଼ି 0୨ ଏସ ୩0୩୭ । ଘଟଣାସ୍ଥଳରେ ଡ୍ରାଇଭର ଆହାତ ହୋଇଛନ୍ତି ।

Advertisement