କୁକୁଡ଼ାଖଣ୍ଡି,୦୯-୦୬(ଇ ରଞ୍ଜନ): କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମର ସୋମବାର ସନ୍ଧ୍ୟା ସମୟର ବଜ୍ରପାତ ଘଟଣା ସନ୍ତୋଷୀନଗରର ନାୟକ ସାହି ର ଦୁଇ ଝିଅଙ୍କ ବଜ୍ରପାତ ରେ ଗୁରୁତର ଆହାତ ହୋଇଥିଲେ ଜଣଙ୍କ ମେଡିକାଲ ରେ ମୁର୍ତ୍ୟୁଘଟିଥିବା ବେଳେ ଅନ୍ୟ ଜଣେ ସଙ୍କଟାପନ୍ନ ଥିବାଯୋଗୁଁ ଅନ୍ୟ ମେଡିକାଲ କୁ ଚିକିତ୍ସାନିମନ୍ତେ ସ୍ଥାନାନ୍ତର ସେମାନେ ବ୍ରହ୍ମପୁରର ଦୈନିକ ମଜୁରୀ କାର୍ଯ୍ୟସାରି ବିଲମାଳ ଦେଇ ସନ୍ଧ୍ୟା ସମୟ ଫେରୁଥିବା ବେଳେ ଜଗଦଳପୁର ପିଲାଖାଇ ବନ୍ଦ ନିକଟ ରେ ହଟାତ ବର୍ଷା ଘଡଘଡି ମାରିଥିବା ଦେଖି ଅତିଶୀଘ୍ର ଘରକୁ ଫେରିବା ପାଇଁ ଦୌଡ଼ି ଆସୁଥିବା ବେଳେ ତାଙ୍କ ଉପରେ ବଜ୍ରପଡିବା ଫଳରେ ସେଠାରେ ଶକ୍ତ ଦଇବ ଦୃଘଟଣାରେ ଆହାତ ହୋଇ ତାଙ୍କ ଛାତିରେ ଆଘାତ ଲାଗିଥିଲା l ସେହି ରାସ୍ତାଦେଇ ତାଙ୍କ ମା ଓ କିଛି ଶ୍ରମିକ ଆସୁଥିବା ବେଳେ ତାଙ୍କୁ ଆଚେତ ଅବସ୍ଥାରେ ପଡିଥିବା ଦେଖି ଦୁଇଝିଅ ଙ୍କୁ ଉଠାଇ ଘରକୁ ଆଣି ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ ଆମ୍ବୁଲାନ୍ସ ଆସିବା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରିଥିଲେ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ହିଁ ଜଣଙ୍କ ମୁର୍ତ୍ୟୁ ଘଟିଥିଲା ମୁର୍ତ୍ୟୁ ଜଣକ ଡମ୍ବରୁ ନାୟକଙ୍କ ଝିଅ ସୁନିତା ନାୟକ(୨୦) ଅନ୍ୟ ଜଣେ ତାଙ୍କ ଭାଇ କାଳିଆ ନାୟକଙ୍କ ଝିଅ ସନ୍ତୋଷୀ ନାୟକ (୧୮) ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ ବ୍ରହ୍ମପୁର ମେଡିକାଲ ରୁ କଟକ ଏସ.ସି. ବି କୁ ସ୍ଥାନାନ୍ତର ପରେ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱଳ୍ପପରିମାଣରେ ଭଲ ଥିବା ସୂଚନା l


















