Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଥାନାଧିକାରୀଙ୍କ ବ୍ୟବହାରକୁ ନେଇ ଅଂଚଳବାସୀ ଖପା

ଥାନାଧିକାରୀଙ୍କ ବ୍ୟବହାରକୁ ନେଇ ଅଂଚଳବାସୀ ଖପା

321
ADVERTISEMENT

ବ୍ରହ୍ମପୁର,୫/୬(ବିଶ୍ୱରଞ୍ଜନ) : ବ୍ରହ୍ମପୁର ପୋଲିସ ଜିଲ୍ଲାର ଗୋସାଣିନୁଆଗାଁ ଥାନା ଅଧିକାରରିଙ୍କ ଜନସାଧାରଙ୍କ ପ୍ରତି ଦୁର୍ବ୍ୟବହାର ପଦର୍ଶନର ଦୌରାତ୍ମିକ ଏତେ ପରିମାଣରେ ବଢ଼ିଯାଇଚି ଯାହା ଫଳରେ ବାଧ୍ୟ୍ୟ ହୋଇ ସ୍ଥାନୀୟ ଅଞ୍ଚଳ ବାସି ବୁଦ୍ଧିଜୀବୀ ଏବଂ ଆଇନଜୀବୀ ମାନେ ସ୍ଥାନୀୟ ଅରଖିଅଧିକ୍ଷଙ୍କ ନିକଟରେ ଦ୍ଵାରସ୍ତ ହୋଇ ଥାନା ଅଧିକାରୀ ସୁମିତ ସୋରେନଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର ପୋଲିସ ମହାନିଦେଶଙ୍କୁ ମଧ୍ୟ୍ୟ ଟ୍ୱଇଟ ଯୋଗେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହିପରି ଥାନା ଅଧିକାରୀଙ୍କୁ ହଟେଇବା ପାଇଁ ଦାବିକରିଛନ୍ତି । ଏବଂ ତାଙ୍କ ନାମରେ ଦୁଇ ଦୁଇଟି ପ୍ରୋସିଡ଼ିଙ୍ଗ ଥିବା ମଧ୍ୟ୍ୟ ଜଣାପଡିଛି।

Advertisement