Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ଏନଏସି ଅଧକ୍ଷଙ୍କ ଦ୍ୱାରା ସ୍ୱାବଲମ୍ବୀ ତାଲିମ କେନ୍ଦ୍ର ଉଦଘାଟନ

ଏନଏସି ଅଧକ୍ଷଙ୍କ ଦ୍ୱାରା ସ୍ୱାବଲମ୍ବୀ ତାଲିମ କେନ୍ଦ୍ର ଉଦଘାଟନ

230
ADVERTISEMENT

କନ୍ଧମାଳ,୫/୬(ସୁରେଶ ପଣ୍ଡା) : ବାଲିଗୁଡ଼ା ଗାୟତ୍ରୀ ପରିବାର ପକ୍ଷରୁ ସ୍ୱାବଲମ୍ବୀ ତାଲିମ କେନ୍ଦ୍ର ଉଦଘାଟନ କରାଯାଇଛି ଏହି କେନ୍ଦ୍ରକୁ ମୁଖ୍ୟ ଅତିଥି ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଲୋକନାଥ ପାଢ଼ୀଙ୍କ ଦ୍ୱାରା ଶୁଭଉଦଘାଟନ କରାଯାଇଛି । ଝିଅ ଓ ସ୍ତ୍ରୀ ମାନଙ୍କ ସ୍ୱାବଲମ୍ବୀ ପାଇଁ ଏହି କେନ୍ଦ୍ର ଗାୟତ୍ରୀ ପରିବାର ପକ୍ଷରୁ ଆରମ୍ଭ ହୋଇଛି ଏହି ବୈଠକକୁ ଗାୟତ୍ରୀ ପରିବାରର ସଭାପତି ଅନ୍ତର୍ଯ୍ୟାମୀ ବେହେରା ପରିଚାଳନା କରିଥିଲେ ।

Advertisement