Friday, November 6, 2026
ADVERTISEMENT
Home ଆଞ୍ଚଳିକ ବ୍ୟାଙ୍କରେ ରହୁନି ସାମାଜିକ ଦୂରତା: ଖରାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ

ବ୍ୟାଙ୍କରେ ରହୁନି ସାମାଜିକ ଦୂରତା: ଖରାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକ

838
ADVERTISEMENT


କନ୍ଧମାଳ , ୩।୬ (ସୁରେଶ କୁମାର ପଣ୍ଡା): କନ୍ଧମାଳ ଦିନ ଦିନ ବଢ଼ିଚାଲିଛି । କୋରାନ ମହାମାରୀ ଏପଟେ ଘୋଷଣା କରୁଛନ୍ତି । ସାମାଜିକ ଦୂରତା ରକ୍ଷା କରିବା , ମାସ୍କ ପିନ୍ଧନ୍ତୁ, ଆବଶ୍ୟକ ହେଲେ ଘରୁ ବାହାରନ୍ତୁ କିନ୍ତୁ ଏଠାରେ ଦେଖିବାକୁ ମିଳିଛି । କୌଣସି ଗୋଟିଏ ଜିନିଷ ମାନିବାକୁ ନାରାଜ । ଏଭଳି ଦୃଶ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଲିଗୁଡ଼ାରେ ଦେଖିବାକୁ ମିଳିଛି । ବ୍ୟାଙ୍କ କର୍ମଚାରୀ ଭିତରେ ଏସିରେ ବସୁଛନ୍ତି ବାହାରେ କଣ ହେଉଛି । ତାଙ୍କର କଣ ଯାଏ ଆସେ ଲୋକ ଖରାରେ ଆଉଟୁ ପାଉଟୁ ହେଉଛନ୍ତି ଗରିବ ଲୋକଙ୍କୁ ଦୁଃଖ ବୁଝିବ କିଏ ବଡ଼ ବଡ଼ ବ୍ୟବସାୟୀ, ଅଫିସର ପଛପଟୁ ଯାଇ କାମ ସାରିଥାନ୍ତି । କର୍ମଚାରୀଙ୍କ ଅବହେଳା ଯୋଗୁଁ ନିରୀହ ଜନତା ହଇରାଣ ହେଉଛନ୍ତି । ଏଭଳି ଚାଲିଛି କରୋନା ପାଇଁ ସଚେତନ ।

Advertisement