Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଜିଲ୍ଲାରେ କର୍ଫ୍ୟୁ ପରେ ଖଜୁରୀପଡ଼ା ପୋଲିସ ତରଫରୁ ଯାଂଚ୍ କଡ଼ାକଡ଼ି

ଜିଲ୍ଲାରେ କର୍ଫ୍ୟୁ ପରେ ଖଜୁରୀପଡ଼ା ପୋଲିସ ତରଫରୁ ଯାଂଚ୍ କଡ଼ାକଡ଼ି

603
ADVERTISEMENT

ଖଜୁରୀପଡ଼ା,୩/୬(ଅନନ୍ତ କୁମାର ଦିଗାଲ): କରୋନା ଭୂତାଣୁ ଗତିବିଧିକୁ ଲକ୍ଷରଖୀ ରାଜ୍ଯ ସରକାର ସଂଧ୍ଯା ୭ ରୁ ସକାଳ ୭ କର୍ଫ୍ୟୁ ଘୋଷଣା ପରେ କନ୍ଧମାଳ ଜିଲ୍ଲା ପ୍ରସାସନ ତରଫରୁ ମଧ୍ଯ କଟକଣା ପାଳନ ଦିଗରେ ଉଦ୍ୟମ ଜାରି ରଖିଛନ୍ତି।ଖଜୁରୀପଡ଼ା ପୋଲିସ ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ଙ୍କ ତତ୍ୱାବଧାନରେ ସଂଧ୍ଯା ରୁ ସାରାରାତ୍ରି ପେଟ୍ରୋଲିଂ ସହ ଯାନବାହାନ ମାସ୍କ ବ୍ୟବହାର କୁ ଯାଂଚ୍ କରୁଥିବା ବେଳେ ଖଜୁରୀପଡ଼ା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏବଂ ଫୁଲବାଣୀ ସଦର ଏସଡିପିଓ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ ପ୍ରମୁଖ ବାରମ୍ବାର ଅଚାନକ ରାତିଅଧିଆ ଗ୍ରସ୍ତ କରୁଥିବା ଦେଖାଯାଉଛି।ସହରରେ ପ୍ରବଳ ଗରମ ପ୍ରବାହ ଜାରି ରହୁଥିବା ବେଳେ ସଂଧ୍ଯା ସମୟରେ ଜନସାଧାରଣ ଟିକିଏ ଖୋଲା ରେ ବୁଲୁଥିବା ବେଳେ ପ୍ରସାସନ ସାନ୍ଧ୍ୟ ଆଇନ୍ କଟକଣାରେ ଘରେ ରହିବାକୁ ବାଧ୍ଯ ହେଉଥିବା ଦେଖିବାକୁ ମିଳିଛି।

Advertisement