Saturday, October 10, 2026
ADVERTISEMENT
Home ଆଞ୍ଚଳିକ ଘରୋଇ ହିଂସାରରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା

ଘରୋଇ ହିଂସାରରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା

321
ADVERTISEMENT


ଗଜପତି/ଗୁରାଣ୍ଡି,୩୧।୫(ପ୍ରଭାତ କୁମାର ପାତ୍ର): ଘରୋଇ ହିଂସାର କରୁଣ ପରିଣତି, ମାନସିକ ଭାରସାମ୍ୟ ହରାଇ କଲେ ଆତ୍ମହତ୍ୟା, ନିଜ ଚାଷ ଜମିରେ ଦେହରେ କିରୋସିନ ଢାଳି ନିଆଁ ଲଗାଇ ପୋଡି ହୋଇ ମୃତ । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ । ମୃତକ ହେଉଛନ୍ତି ଗୁରାଣ୍ଡି ପାଲିଆ ସାହି ବାସିନ୍ଦା ଜି ଏଙ୍କେଟ ରାଓ, ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Advertisement