Friday, November 6, 2026
ADVERTISEMENT
Home ଆଞ୍ଚଳିକ ସଦର ବ୍ଲକଠାରେ ବନ୍ଦେ ଉତ୍କଳ ଜନନୀ ଗାନ

ସଦର ବ୍ଲକଠାରେ ବନ୍ଦେ ଉତ୍କଳ ଜନନୀ ଗାନ

223
ADVERTISEMENT

ବଲାଙ୍ଗୀର, ୩୧ା୫(ସୁନୀଲ ତ୍ରିପାଠୀ): ମଇ ମାସ ୩୦ ତାରିଖ ସନ୍ଧ୍ୟା ୫.୩୦ ଟାରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ମୁଖ୍ୟମନ୍ତ୍ରୀ କହିଥିବାରୁ ଆଜି ବଲାଙ୍ଗୀର ସଦର ବ୍ଲକ କାର୍ଯାଳୟ ଠାରେ କରୋନା ଯୋଦ୍ଧା ଙ୍କ ଉଦ୍ଦେଶ୍ୟରେ ଏହି ସଂଗୀତ ଗାନ କରାଯାଇଛି | ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ ଙ୍କ ସମେତ ବ୍ଲକ ଅଫିସ ର ସବୁ କର୍ମଚାରୀ ମଧ୍ୟ ଏଥିରେ ଉପସ୍ଥିତ ଥିଲେ |

Advertisement