Friday, September 25, 2026
ADVERTISEMENT
Home ଆଞ୍ଚଳିକ କଙ୍କୋରଡାରେ କରୋନା ଯୁଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍କଳ ସଙ୍ଗୀତ ଗାନ

କଙ୍କୋରଡାରେ କରୋନା ଯୁଦ୍ଧାଙ୍କ ଉଦ୍ଦେଶ୍ୟରେ ଉତ୍କଳ ସଙ୍ଗୀତ ଗାନ

566
ADVERTISEMENT

ସାନଖେମୁଣ୍ଡି, ୩୦-୦୫(ସପନ ଦାଶ): କଙ୍କୋରଡାରେ କରୋନା ଲଢେ଼ଇରେ ସାମିଲ ହୋଇ ଦିନ ରାତି କାର୍ଯ୍ୟ କରୁଥିବା ଯୋଦ୍ଧା ମାନଙ୍କୁ ରାଜ୍ୟ ସଙ୍ଗୀତ ପରିବେଷଣ କରି ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ମାନ ଜଣାଇବାକୁ ରାଜ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ବାନ କ୍ରମେ ସାଂପ୍ରତିକ କୋରନା ମହାମାରୀକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ତା ସହିତ ପୋଲିସ ମିଲିଟାରୀ CRPF ଡ଼କ୍ଟର ବ୍ୟାଙ୍କ କର୍ମଚାରୀ ଏଥି ସହିତ ବର୍ତମାନ ସ୍କୁଲ କଲେଜ କର୍ମଚାରୀ ବୃନ୍ଦ ସେବା ଯୋଗାଇ ଆସୁଛନ୍ତି ଯାହାକୁ କି ସରକାର କୋରାନ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ଆଜି ଅର୍ଥାତ 30. 05. 2020 ସମୟ 5. 30 ମିନଟ ରେ ବନ୍ଦେ ଉତ୍କଳ ଜନନୀ ଗାନ କରି ସେଇ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା ପାଇଁ ନଵୀନ ସରକାର ଆହ୍ୱାନ କରିଥିଲେ ଏବଂ ଆହ୍ୱାନ କୁ ସନ୍ନମାନ ଜଣାଇ କଙ୍କୋରଡା ସ୍ଥିତ ମହାବିଦ୍ୟାଳୟ ସଂଘରୋଧ କେନ୍ଦ୍ରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ଏହି କାଯ୍ୟକ୍ରମ କୁ କଲେଜ ର କର୍ମଚାରୀ ବୃନ୍ଦ ଯଥା ଚନ୍ଦନ କୁମାର ରଣା. ସମୀର ଜେନା. ପିଣ୍ଟୁ ବିଷୋଇ. ଏମ. ରାମା ରାଓ.ଶ୍ରୀ ସୁଶାନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ I

Advertisement