Tuesday, November 10, 2026
ADVERTISEMENT
Home ଆଞ୍ଚଳିକ ସପ୍ତାହ ବ୍ୟାପି ଶ୍ରମିକଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ

ସପ୍ତାହ ବ୍ୟାପି ଶ୍ରମିକଙ୍କୁ ରନ୍ଧନ ଖାଦ୍ୟ ବଣ୍ଟନ

266
ADVERTISEMENT


ବ୍ରହ୍ମପୁର, ୨୮।୫(ବିଶ୍ୱରଂଜନ ): ଏକ ସପ୍ତାହ ବ୍ୟାପି ପ୍ରବାସୀ ଓଡ଼ିଆ ଶ୍ରମିକ ଙ୍କୁ ରନ୍ଧନ ଖାଦ୍ୟ ପିଇବା ପାଣି ଏବଂ ସହାୟକର ହାତ ବାଡେଇ ଆସୁଥିବା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ସଭାପତି ଶ୍ରୀ ପିତବାସ ପଣ୍ଡା ଏବଂ କିଛି କର୍ମୀ ଏହି ସହାୟତାର ହାତ ବାଡେଇ ଅଛନ୍ତି ଏବଂ ଏକ ଅସ୍ଥାୟୀ ଶିବର ଗଠନ କରି ଅସହାୟଙ୍କୁ ସାହାଜ୍ୟର ହାତ ବଢେଇଛନ୍ତି ।

Advertisement