Friday, November 6, 2026
ADVERTISEMENT
Home ଆଞ୍ଚଳିକ ବାଇକ ସହ ପାଞ୍ଚ କେଜି ଗଞ୍ଜେଇ ଜବତ

ବାଇକ ସହ ପାଞ୍ଚ କେଜି ଗଞ୍ଜେଇ ଜବତ

703
ADVERTISEMENT

ଖଜୁରୀପଡ଼ା,୨୮-୦୫(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ଥାନା ପୋଲିସ ଗତକାଲି ଗଡ ପଦର ଛକରେ ଥିବା ନାକାପୋଷ୍ଟ ପାଖରୁ ବାଇକ ନମ୍ବର ଏପି ୩୧ ବିଡି ୦୨୦୩ ରେ ୫ କେଜି ଗଞ୍ଜେଇ ଧରି ଯାଉଥିବା ଫତେଗଡ଼ ଥାନା ଅଞ୍ଚଳ ର ରମେଶ ଚନ୍ଦ୍ର ନାୟକ ଙ୍କୁ ଧରି କେଶ ନଂ ୪୮/୨୦ ରେ ରୁଜୁ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ସୁଚନା ପ୍ରଦାନ କରିଛନ୍ତି ଏବଂ ଏହାର ତଦନ୍ତ ଭାର ସବଇନସ୍ପକ୍ଟର ଉଦ୍ଧବ କୁମାର ଯାନୀ ଗ୍ରହଣ କରିଛନ୍ତି l

Advertisement