ଗଞ୍ଜାମମୁଖ୍ୟ ଖବର କୋର୍ଟ ପରିସର ଭିତରେ ଆଇନଜୀବୀଙ୍କ ଚାମ୍ବର ପୋଡି By Dunia Halchal - May 27, 2020 232 Share FacebookXPinterestWhatsApp ADVERTISEMENT ବ୍ରହ୍ମପୁର,୨୭-୦୫(ବିଶ୍ୱରଂଜନ):କୋର୍ଟ ପରିସର ଭିତରେ ଆଇନଜୀବୀ ଙ୍କ ଚାମ୍ବର ପୋଡିବା ଘଟଣାକୁ କେନ୍ଦ୍ର କରି ଆଇନଜୀବୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା ! ପରେ ବୈଦ୍ୟନାଥପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ଏବଂ ଦୁର୍ବୃତ୍ତକୁ ଧରିବାପାଇଁ ତନାଘନା ଆରମ୍ଭ କରିଛି । Advertisement