ତୁମୁଡ଼ିବନ୍ଧ,୨୬/୫(ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ):କନ୍ଧମାଳ ପ୍ରବାସୀ ଓଡ଼ିଆଙ୍କୁ ଗୋଆରୁ ଧରି ଆସୁଥିବା ବସ ଦୁର୍ଘଟଣା ଗ୍ରସ୍ତ l ତୁମୁଡିବନ୍ଧ ମୁଣ୍ଡୀଗଡ଼ ନିକଟରେ ବସ ଓ ଟ୍ରକ ମୁହାଁ ମୁହିଁ ଧକ୍କା ହେବାଫଳରେ ୩ ଗୁରୁତର ୧0ରୁ ଉର୍ଦ୍ଧ ଆହତ ସୂଚନା I

ଏହି ଦୁର୍ଘଟଣା ଗ୍ରସ୍ତ କନ୍ଧମାଳ ଜ଼ିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ମୁଣ୍ଡିଗଡ଼ ତିନାରି ପଡା ଗାଁରେ ବିଳମ୍ୱିତ ରାତିରେ ଦୁର୍ଘଟଣା ହୋଇଥିଲା ଆହାତ ହୋଇଥିବା ପ୍ରବାସୀ ଓଡ଼ିଆଙ୍କୁ ଚିକିତ୍ସାପାଇଁ ମେଡିକାଲ ରେ ଭର୍ତ୍ତି କରାଯାଇଛି l


















