Friday, September 25, 2026
ADVERTISEMENT
Home ଆଞ୍ଚଳିକ ଖଜୁରୀପଡ଼ାରେ ବ୍ରହ୍ମକମଳ ଫୁଲ

ଖଜୁରୀପଡ଼ାରେ ବ୍ରହ୍ମକମଳ ଫୁଲ

791
ADVERTISEMENT

ଖଜୁରୀପଡ଼ା,୨୫।୫(ଅନନ୍ତ କୁମାର ଦିଗାଲ):ଖଜୁରୀପଡ଼ା ସଦରମହକୁମା ସ୍ଥିତ ବନ୍ଧସାହି ଛକ ନିକଟ ଅବସରପ୍ରାପ୍ତ ଉଦ୍ୟାନ ବିଭାଗ କର୍ମଚାରୀ ସୁରେନ୍ଦ୍ର ପ୍ରଧାନ ଙ୍କ ବଗିଚାରେ ବ୍ରହ୍ମକମଳ ଫୁଲ ଫୁଟିଥିବା ବେଳେ ପରିବାର ସଦସ୍ୟ ଖୁସି ହୋଇଛନ୍ତି।ଏହି ଖବର ଶୁଣି ସ୍ଥାନୀୟ ଲୋକେ ଆସି ଫୁଲକୁ ଦେଖି ନିଜକୁ ଧନ୍ୟ ମନେ କରିଥିବା ବେଳେ ପ୍ରତ୍ୟେକ ବର୍ଷ ଏଭଳି ସାତ ଆଠଟି ବ୍ରହ୍ମକମଳ ଫୁଲ ଫୁଟୁଥିବା କହିଛନ୍ତି ସୁରେନ୍ଦ୍ର ପ୍ରଧାନ।

Advertisement