Friday, September 25, 2026
ADVERTISEMENT
Home ଆଞ୍ଚଳିକ ପଣଷ ଗାଡିରେ ଗଂଜେଇ ଜବତ୍

ପଣଷ ଗାଡିରେ ଗଂଜେଇ ଜବତ୍

692
ADVERTISEMENT

ଖଜୁରୀପଡ଼ା,୨୫।୫(ଅନନ୍ତ କୁମାର ଦିଗାଲ): ଖଜୁରୀପଡ଼ା ଥାନା ପୋଲିସ ସକାଳ ସମୟରେ ନାକା ପୋଷ୍ଟ ରାସ୍ତା ରେ ଯାଉଥିବା ବେଳେ ପୋଲିସ ଗାଡି ଦେଖି ବଲେରୋ ପିକଅପ ଓଡି ୧୨ ବି ୨୧୭୭ ହଠାତ୍ ଅଟକିଯାଇଥିଲା।ଥାନାଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର ସନ୍ଦେହ ରେ ଗାଡି ଯାଂଚ୍ ପରେ ସେଥିରୁ ୩ କିଲୋ ଗଂଜେଇ ମିଳିଥିଲା।ସାରଙ୍ଗଗଡ଼ ଥାନା ଗୁଟିଙ୍ଗିଆ ଅଂଚଳ ର ଦୁଇ ଯୁବକ ଚାଳକ ଜୀବନଜ୍ୱତି ପ୍ରଧାନ ଏବଂ ବାଳକ୍ରୁଷ୍ଣ ଦିଗାଲ ଙ୍କୁ ଗିରଫ ସହ ୪୭/୨୦ ମାମଲା ରୁଜୁ ପରେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସବଇନସ୍ପକ୍ଟର ଉଦ୍ଧବ କୁମାର ଯାନୀ ସୂଚନା ପ୍ରଦାନ କରିଛନ୍ତି।

Advertisement