Saturday, November 7, 2026
ADVERTISEMENT
Home ଆଞ୍ଚଳିକ ବିଭିନ୍ନ ଅଞ୍ଚଳରେ ପୋଲିସର ଚଢଉ ୧୨୮୨ ଲିଟର ମଦ ଜବତ ସହ ୧୨ ଗିରଫ

ବିଭିନ୍ନ ଅଞ୍ଚଳରେ ପୋଲିସର ଚଢଉ ୧୨୮୨ ଲିଟର ମଦ ଜବତ ସହ ୧୨ ଗିରଫ

309
ADVERTISEMENT

ବ୍ରହ୍ମପୁର ୨୨/୦୫ (ଗୁରୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢାଉ କରି ୧୨୮୨ ଲିଟର ମଦ ଜବତ କରିବା ସହ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ରବିବାର ବିଭିନ୍ନ ଅଞ୍ଚଳରେ ବେଆଇନ୍ ମଦ କାରବାର ଉପରେ ଚଢ଼ାଉ କରିଥିଲା ପୋଲିସ । ଆସିକା, ଧରାକୋଟ୍,ଗାଙ୍ଗପୁର ଥାନା ଅଞ୍ଚଳରେ ଚଢାଉ ହୋଇଥିଲା । ଏଥିରେ ୧୨୮୨ ଲିଟର ମଦ ଜବତ କରିବା ସହ ୧୨ ଜଣଙ୍କୁ ଗିରଫ କରିଥିଲା ପୋଲିସ । ୧୧,୬୫୦ ଲିଟର ପୋଚ ନଷ୍ଟ କରିଥିବା ନେଇ ସୂଚନା ।

Advertisement