Thursday, November 5, 2026
ADVERTISEMENT
Home ଆଞ୍ଚଳିକ ଲିଆଖାଇ ଗ୍ରାମକୁ ସିଲ କଲା ପ୍ରଶାସନ

ଲିଆଖାଇ ଗ୍ରାମକୁ ସିଲ କଲା ପ୍ରଶାସନ

328
ADVERTISEMENT

ଚିକିଟି ବ୍ଲକ,୨୧/୫(ଋଷିକେଶ ବେହେରା):ଗଞ୍ଜାମ ଜ଼ିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ଲିଆଖାଇ ଗ୍ରାମକୁ ସିଲ କଲା ପ୍ରଶାସନ କୋରନାକୁ ଆଖିଆଗରେ ରଖି ସଚେତନତାର ବାର୍ତ୍ତା ବାଣ୍ଟିଥିବାବେଳେ ଖବର ପାଇବାପରେ ବିଡ଼ିଓ ଫାଲଗୁନି ମାଝୀ, ତହସିଲଦାର ଶକ୍ତି ପ୍ରସାଦ, ଶ୍ରୀ ଚନ୍ଦନ,, ମେଡିକାଲଟିମ ଓ ପୋଲିସ ଗ୍ରାମରେ ପହଁଚି ତଦନ୍ତ ଜାରିରହିଛି ସେହି ଗ୍ରାମର ଜଣେ ବ୍ୟକ୍ତି କଟକ ଯାଇଥିଲି କୋରନା କୋଭିଡ଼ ଟେଷ୍ଟ କରିବା ପରେ ମେଡିକାଲରେ ରଖାଯାଇଥିଲା ସୂଚନାନୁସାରେ ମିଳିଥିଲା ଲିଆଖାଇ ଗ୍ରାମର ଜଣେ ବ୍ୟକ୍ତି ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ବ୍ରେନ ଟ୍ୟୁମର ଚିକିସା ପାଇଁ ଯାଇଥିବାବେଳେ କୋରନ ପଜିଟିଭ ସନ୍ଦେହ ହେବା ପରେ ପୋଲିସ ପ୍ରଶାସନ ପହଞ୍ଚି ଲିଆଖାଇ ଗ୍ରାମକୁ ସିଲ କରିଛନ୍ତି ସେହି ଗ୍ରାମକୁ ସାନିଟାଇଜର କରାଯାଇଥିଲା ଓ ଗ୍ରାମ ବାସୀମାନଙ୍କୁ ସ୍ଵIସ୍ଥ୍ୟ ପରୀକ୍ଷା ପାଇଁ ଗତକାଲିଠୁ କରାଯିବ I

Advertisement