ବଲାଙ୍ଗୀର,୧୮/୫(ଦେବବ୍ରତ ଗୁରୁ):ସାରା ପୃଥିବୀରେ କାୟା ବିସ୍ତାର କରିଥିବା ମହାମାରୀ କରୋନା ରେ ଯେପରି ଆମ ରାଜ୍ୟରେ ରକ୍ତ ର ଅଭାବ ନ ରୁହେ ସେଇଥିପାଇଁ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ର ଆହ୍ଵାନ କୁ ପାଥେୟ କରି ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଠାରେ ଥିବା ଆଥେଲେଟିକ ଆସୋସିଏସନ ର 29 ତମ ବାର୍ଷିକ ପ୍ରତିଷ୍ଠାତା ଉତ୍ସବ ଉପଲକ୍ଷେ ଆୟୋଜିତ ରକ୍ତଦାନ ଶିବିର ରେ ବିଜୁ ଜନତା ଦଳର ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗଦାନ କରିଥିଲେ । ଏଥିରେ 26 ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା, ଧନ୍ୟବାଦ ସମସ୍ତ ରକ୍ତଦାତା, ଧନ୍ୟବାଦ ଆଥେଲେଟିକ ଆସୋସିଏସନ ର ସଦସ୍ୟ ବୃନ୍ଦ, ଧନ୍ୟବାଦ ବିଙ୍ଗ ହୁମାନ ଫାଉଣ୍ଡେସନ ର ସଦସ୍ୟ ବୃନ୍ଦ।


















