Friday, September 18, 2026
ADVERTISEMENT
Home କନ୍ଧମାଳ ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା ଖାଦ୍ୟ ସାମଗ୍ରୀ ବାଣ୍ଟିବା ସହ ସଚେତନତା

ବିଧାୟକ ଓ ଜିଲ୍ଲା ପରିଷଦ ସଭ୍ୟାଙ୍କ ଦ୍ୱାରା ଖାଦ୍ୟ ସାମଗ୍ରୀ ବାଣ୍ଟିବା ସହ ସଚେତନତା

674
ADVERTISEMENT

କନ୍ଧମାଳ,୧୬-୦୫(ସୁରେଶ କୁମାର ପଣ୍ଡା): ଫିରିଙ୍ଗିଆ ବ୍ଲକ ବବଡ଼ଙ୍ଗିଆ ପଞ୍ଚାୟତରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଜିଲାପରିଷଦ ସଭ୍ୟା ଜୟଶ୍ରୀ କହଁରଙ୍କ କରୋନା ପାଇଁ ଜନସଚେତନ କରିବାସହ ବାଲିଗୁଡ଼ା ବନବାସୀ ସେବା ସମିତିର ସହଯୋଗରେ ଖାଦ୍ୟ ସାମଗ୍ରୀ ବାଣ୍ଟିବା ସହ ମାସ୍କ ମଧ୍ୟ ବଣ୍ଟନ କରାଯାଇଛି ଏହି ସଚେତନ ଶିବିରରେ ବାଲିଗୁଡ଼ା ବନବାସି ସେବା ସମିତିର ସମ୍ପାଦକ ରବୀନ୍ଦ୍ର ପଣ୍ଡା ଓ କର୍ମଚାରୀ ଉପସ୍ଥିତ ଥିଲେ |

Advertisement