Thursday, November 5, 2026
ADVERTISEMENT
Home କନ୍ଧମାଳ ଅଫିସ ଅଧିକାରୀ କହି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ

ଅଫିସ ଅଧିକାରୀ କହି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ

579
ADVERTISEMENT

କୋଟଗଡ,୧୫-୦୫: (ନଳିନୀ କାନ୍ତ ମିଶ୍ର): କୋଟଗଡ ବ୍ଲକ ରେ ଲକ ଡାଉନ ଥିବା ସମୟରେ ଏକ ଅଭିନଵ ଉପାୟରେ ବ୍ରାହ୍ମଣି ଗାଁ ପୋଲିସ ଷ୍ଟେସନ ର ତାଜୁଙ୍ଗିଆ ଗ୍ରାମ ର ଅଭିଯୁକ୍ତ ଭୀମରାଜ ନାୟକ ପିତା ନାରାୟଣ ପତି ନାୟକ ଅଭିଯୁକ୍ତ ଭୀମରାଜ ନାୟକ କୋଟଗଡ ବ୍ଲକ ର ଶାଲକି ବୁଡ଼ାଗୁଡା ପଞ୍ଚାୟତ ରେ ୧୧୫ ଜଣ ଙ୍କୁ ୨୦୦ ଲେଖାଏଁ ଆଦାୟ କରି ୨ଲକ୍ଷ୍ୟ ୩୦ ହଜାର ଆଦାୟ କରିଛି ଲୋକ ଙ୍କୁ ମୁଁ ଆଇ ଟି ଡି ଏ ଅଫିସର ଓ ଅନ୍ୟ କୋଉ ଜାଗା ରେ ବି ଡି ଓ ତହସିଲଦାର କହି ପଇସା ଆଦାୟ କରିଛି ଲୋକ ଙ୍କ ପାଖରେ ଛେଳି ଲୋନ କାଜୁ ଚାରା ଦେବା ପାଇଁ କହି ଲୋକଙ୍କୁ ଠକି ଥିଲା କିନ୍ତୁ ଆଜି ଯାଏ ଲୋନ ନ ପାଇବା ହେତୁ ଅଭିଯୁକ୍ତ ଶାଲକି ବୁଡ଼ାଗୁଡା ଗ୍ରାମ କୁ ଯାଇଥିବା ଅବସ୍ଥାରେ ଅଭିଯୁକ୍ତ କୁ ଗ୍ରାମ ବାସି ଧରି ଭୀମବେହେରା ମାଝୀ ପୋଲିସ କୁ ହସ୍ତାନ୍ତର କରିଥିଲେ କୋଟଗଡ ଆଇଆଇସି ଶ୍ରୀ ହରମୋହନ ନାୟକ କେଶ ତଦନ୍ତ କରି କେସ ୩୧/୧୪.୫.୨୦୨୦ ଓ ଦଫା ନମ୍ବର ୪୨୦, ୪୧୯, ୨୯୪ ଏବଂ ୫୦୬ ଦଫା ଲଗାଇ କୋର୍ଟ ଫୋରୱାର୍ଡ କରାଗଲା ଏମିତି ଠକ ଲୋକଙ୍କୁ ଜିଲ୍ଲା ଭିତରେ ସ୍ଥାନ ଦେବା ଉଚିତ ନୁହେଁ ଓ ଅଜଣା ବ୍ୟକ୍ତି ଙ୍କୁ ଦେଖିଲା ମାତ୍ରେ ତୁରନ୍ତ ପୋଲିସ କୁ ଜଣାନ୍ତୁ I

Advertisement