କନ୍ଧମାଳ,୧୫-୦୫(ସୁରେଶ ପଣ୍ଡା): ବାଲିଗୁଡ଼ା ଟିଡ଼ିସିସି ଅଫିସ ପକ୍ଷରୁ ଳଘୁବନ ଜାତ ଦ୍ରବ୍ୟର ସଚେତନତା ରଥର ହୋଇଯାଇଛି ଏହାକୁ ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବାସହ ଆଦିବାସୀ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଦୟାନିଧି ନାୟକ, ଓଟିଇ ଏଲପିର ପ୍ରୋଜେକ୍ଟ ଅଫିସର ଓ ଅଫିସର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଏହି ରଥ ମାଧ୍ୟମ ଲଘୁ ବନଜାତ ଦ୍ରବ୍ୟର କ୍ରୟର ମୂଲ୍ୟ ଲୋକଙ୍କୁ କହିବାସହ ପ୍ରତି ଗାଁ ଗାଁରେ ରଥକୁ ଭ୍ରମଣ କରାଯିବ I



















