Wednesday, September 23, 2026
ADVERTISEMENT
Home ଆଞ୍ଚଳିକ ପାଦ ଚଲାରେ ପ୍ରଭାସୀ ଭୋକ ମେଣ୍ଟାଉଛି ୧୦ଟଙ୍କା ବିସ୍କୁଟ ଓ ନଳକୂପ ପାଣି

ପାଦ ଚଲାରେ ପ୍ରଭାସୀ ଭୋକ ମେଣ୍ଟାଉଛି ୧୦ଟଙ୍କା ବିସ୍କୁଟ ଓ ନଳକୂପ ପାଣି

631
ADVERTISEMENT

ବ୍ରହ୍ମପୁର ସଦର,୧୩-୦୫(ଇ.ରଞ୍ଜନ): ସାରା ବିଶ୍ୱର ସୌନ୍ଦର୍ଯ୍ୟ ମୟ ଚିତ୍ରପଟ୍ଟ କୁ ଚି଼ହ୍ନଭିନ୍ନ କରିଛି କରୋନା ଭାଇରସ ଉତ୍କଳ ରାଜ୍ୟର ଗଞ୍ଜାମ ଜିଲ୍ଲାକୁ ବହୁ ଦୂରତା ବ୍ୟବଧାନ ଥିବା ବେଳେ ବର୍ତମାନ ଗଞ୍ଜାମ ଜିଲ୍ଲାକୁ ସୁରତ ଫେରନ୍ତା ଙ୍କ ଶରୀରରେ ଆବିର୍ଭାବ ହୋଇ ଜିଲ୍ଲାରେ ସର୍ବାଧିକ ହୋଇ ଜିଲ୍ଲା କରୋନାର ପେଣ୍ଟସ୍ଥଳ ଥିବା ଲୋକଙ୍କ କଥାରୁ ବହୁ ଚର୍ଚିତଥିବା ବେଳେ ସରକାର ଓ ପ୍ରଶାସନର ରାଜ୍ୟର ସାଡେ ଚାରି କୋଟି ଜନତାଙ୍କ ସୁରକ୍ଷାନେଇ ଚିନ୍ତାଧାରା ବଢିଥିବା ବେଳେ ପୂର୍ବଅପେକ୍ଷା ମନ୍ତର ଗତି ସାଜିଥିବା ଲୋକକଥନ ରୁ ପ୍ରକାଶ ପୂର୍ବରୁ ପ୍ରଭାସୀ ମାନଙ୍କ ରକ୍ଷଣାବେକ୍ଷଣ ରହୁଥିବା ବେଳେ ବର୍ତମାନ ସମୟରେ ତାହା ଦେଖାଦେଉନଥିବା ଯୋଗୁଁ ଦିଗପହଣ୍ଡି ରାସ୍ତା ଦେଇ ଦୈନିକ ଶହ ଶହ ପ୍ରଭାସୀ ଶ୍ରମିକ ଶହଶହ କିଲୋମିଟର ଚାଲିଚାଲି ଥକି ପଡୁଛନ୍ତି ନିଜ ନିଜ ଅଞ୍ଚଳକୁ ଫେରିଯିବା ନିମନ୍ତେ ପେଟଭୋକ କୁ ବିସ୍କୁଟ ପାଣି ଯୋଗାଇ ନିୟନ୍ତ୍ରଣ କରି ବିପଦ ସଂକୁଳରେ ଚାଲିଥାନ୍ତି l କିନ୍ତୁ ଦିଗପହଣ୍ଡି ପୋଲିସ ଓ କୁକୁଡ଼ାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ପ୍ରଶାସନର ଦୃଷ୍ଟି ହାଲ୍କା ଥିବା ଅଞ୍ଚଳବାସି ଙ୍କ ପ୍ରତିକ୍ରିୟା ରୁ ଜଣାପଡୁଛି l ସରକାରୀ ପ୍ରଶାସନ ର ଅପେକ୍ଷା ରହିରହି ବ୍ୟସ୍ତତା ପରେ ପ୍ରବାସୀ ଉପାୟ ନବାହାରିବାରୁ ନିଜ ଅଞ୍ଚଳକୁ ବାଧ୍ୟତା ହୋଇ ଫେରୁଛୁ ବୋଲି ପ୍ରବାସୀ କହିଚାଲୁଥାନ୍ତି

Advertisement