Friday, November 6, 2026
ADVERTISEMENT
Home ଆଞ୍ଚଳିକ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ମିଡ଼ିଆ ସେଲ ଟିମ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ମିଡ଼ିଆ ସେଲ ଟିମ ତରଫରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

407
ADVERTISEMENT

ସାନଖେମଣ୍ଡି,୧୩-୦୫ (ଗୁରୁ ପ୍ରସାଦ ପଟ୍ଟନାୟକ): ଆଜିର କୋଭିଡ -୧୯ ସମୟରେ ବହୁତ ଅସହାୟ ଏବଂ ବିକଳାଙ୍ଗ ଏମିତି ବହୁତ ଦାଦନ ଶ୍ରମିକ ଖାଇବା ପିଇବା ଅସୁବିଧାରେ ଥିବା ସମୟରେ ସାନଖେମଣ୍ଡି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମକୁ ଭ୍ରମଣ କରି ୬୦ ନମ୍ବର ଜିଲ୍ଲା ପରିଷଦ ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ମିଡ଼ିଆ ସେଲ ଟିମ ତରଫରୁ କିଛିଶୁଖିଲା ଖାଦ୍ୟ ସାମଗ୍ରୀ ସାହାର୍ଯ୍ୟ କରିଥିଲେ ଏବଂ ଏହାସହ କରୋନା କୁ ମୁକାବିଲା କରିବା ନିମନ୍ତେ କେମିତି ସାବୁନରେ ହାତକୁ ସଫା କରିବା ଉପରେ ବୁଝାଇବା ସହ ସାବୁନ ମଧ୍ୟ ପ୍ରଦାନ କରିଥିଲେ । ଏଥିରେ ସାମିଲ ହୋଇଥିଲେ ମିଡ଼ିଆ ସେଲର ପ୍ରେସିଡେଣ୍ଟ ସୁଦର୍ଶନ ଚୌଧୁରୀ ଏବଂ ଭାଇସ୍ ପ୍ରେସିଡେଣ୍ଟ ନିରଞ୍ଜନ ସାହୁ।

Advertisement