Friday, November 6, 2026
ADVERTISEMENT
Home ଆଞ୍ଚଳିକ ବିଜେପି ପକ୍ଷରୁ କରୋନାର ମୁକାବିଲା କରିଥିବାରୁ ୱାରିୱାର ମାନପତ୍ରଦେଇ ସନ୍ନମାନିତ

ବିଜେପି ପକ୍ଷରୁ କରୋନାର ମୁକାବିଲା କରିଥିବାରୁ ୱାରିୱାର ମାନପତ୍ରଦେଇ ସନ୍ନମାନିତ

433
ADVERTISEMENT

କ ନୂଆଗାଁ, ୧୦/୦୫ (କେ ନାଗେଶ୍ୱର ପାତ୍ର): କନ୍ଧମାଳ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାର ମହାମୁକାବିଲା ପାଇଁ ଯୋଦ୍ଧା ମାନଙ୍କୁ କରୋନା ୱାରିୱାର ମାନ ପତ୍ର ଦେଇ ସନ୍ନମାନିତ ମାନପତ୍ର ଦେଇ ସନ୍ନମାନନିତ କରିବା ପାଇଁ ଏହା କ ନୂଆଗାଁ ବିଡ଼ିଓ ମନୋଜ କୁମାର ତ୍ରିପାଠୀ ଓ ସାରଙ୍ଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ ମାନପତ୍ର ଦେଇଥିଲେ କ ନୂଆଗାଁ ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ କୁମାର, ଯୁବ ମୋର୍ଚ୍ଚା ସଭାପତି ଉଦ୍ଧବ ଦିଗାଳ, ବରିଷ୍ଠ ବିଜେପି ନେତା ସରୋଜ କୁମାର ପଟ୍ଟନାୟକ ଓ ବିପ୍ରଚରଣ ପ୍ରଧାନ ଉପସ୍ଥିତ ଥିଲେ

Advertisement