
କୋଟଗଡ଼, ୧୦/୦୫ (ନଳିନୀ କାନ୍ତ ମିଶ୍ର): କନ୍ଧମାଳ ଜି ଉଦୟଗିରି ବ୍ଲକ ଲିଙ୍ଗାଗଡ଼ ଗ୍ରାମରେ ଭୀଷଣ ବର୍ଷା ପବନରେ ଗଛ ପଡ଼ି ରାସ୍ତା ବନ୍ଦ ଯାହା ଦ୍ୱାରା ରାଇକିଆ, ବାଲିଗୁଡ଼ା ଯିବା ରାସ୍ତା ବନ୍ଦ ଅଛି ସିଆରପିଏଫ ଗାଡ଼ି, ଆମ୍ବୁଲାନ୍ସ, ଯିବାରେ ବାଧା ପ୍ରାପ୍ତ ହୋଇଛି ବର୍ଷାରେ ଗଛ ପଡ଼ିବା ସହ ଗ୍ରାମର ବିଭିନ୍ନ ଜାଗାରେ ଘରର ଟିଣ ଛପର ଉଡ଼େଇ ନେଇଥିବା ଜଣା ପଡ଼ିଛି


















