Friday, November 6, 2026
ADVERTISEMENT
Home ଆଞ୍ଚଳିକ କନ୍ଧମାଳ ସାଂସଦଙ୍କ ରିଲିଫ ସାମଗ୍ରୀ ଓ ମାସ୍କ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ବଣ୍ଟନ

କନ୍ଧମାଳ ସାଂସଦଙ୍କ ରିଲିଫ ସାମଗ୍ରୀ ଓ ମାସ୍କ ବ୍ଲକ ଅଧ୍ୟକ୍ଷଙ୍କ ନେତୃତ୍ୱରେ ବଣ୍ଟନ

396
ADVERTISEMENT

କନ୍ଧମାଳ,୨।୫(ସୁରେଶ କୁମାର ପଣ୍ଡା) : କନ୍ଧମାଳ -ଖଜୁରୀପଡ଼ା ବ୍ଲକ ପିରିକୁଡ଼ି ଓ ବିଭିନ୍ନ ପଞ୍ଚାୟତରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତ ସାମନ୍ତ ଲକଡାଉନ ଯୋଗୁଁ ଗରିବ ଅସହାୟ ଲୋକଙ୍କୁ ରିଲିଫ ସାମଗ୍ରୀ ପଠାଇଥିଲେ ଏହାକୁ ଖଜୁରୀପଡ଼ା ବ୍ଲକ ଅଧକ୍ଷ ବୀରେନ୍ଦ୍ର କହଁରଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚୟାତକୁ ଯାଇ ଗ୍ରାମର ଯୁବକ, ଯୁବତୀ, ବୃଦ୍ଧା, ବୃଦ୍ଧି ସମସ୍ତଙ୍କୁ ଲକଡାଉନ ହେବା ଯୋଗୁଁ ବୁଲିବୁଲି ଘରକୁ ଘର ପହଞ୍ଚି ରିଲିଫ ସାମଗ୍ରୀ ଦିଆଯିବା ସହ ଲୋକଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିବାର ପଡ଼ିଛି ଏବଂ ଜନସାଧାରଣଙ୍କୁ ସାମାଜିକ ଦୂରତା ସବୁବେଳେ ବଜାୟ ରଖିବା ସହ ନିଜକୁ ରକ୍ଷା କରିବା ସହିତ ଅନ୍ୟକୁ ମଧ୍ୟ ରକ୍ଷା କରିବା ଏହି କରୋନା ମହାମାରୀ ପ୍ରତି ସାବଧାନ ରହିବା ବିଷୟରେ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ ଆରମ୍ଭ କରିଥିବା ମତ ପ୍ରକାଶ କରିଛନ୍ତି ବ୍ଲକ ଅଧ୍ୟକ୍ଷ ।

Advertisement