Friday, November 6, 2026
ADVERTISEMENT
Home ଆଞ୍ଚଳିକ ସହିଦ ଦିନେଶ ମେମୋରିଆଲ ତରଫରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ...

ସହିଦ ଦିନେଶ ମେମୋରିଆଲ ତରଫରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ

557
ADVERTISEMENT

ବାଲିଗୁଡ଼ା,୨।୫(ଟିକି ଦଣ୍ଡିଆ) : କନ୍ଧମାଳ-କରୋନା ଭୁତାଣୁର ମହାମୁକାବିଲା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସରକାର ଜନସାଧାରଣଙ୍କ ସହାୟତା ଲୋଡ଼ିଥିଲେ ଏଥି ସକାଶେ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ଖୋଲାଯାଇଛି । ଆଜି ସହିଦ ଦିନେଶ ମେମୋରିଆଲ ତରଫରୁ ପିଏମ କେୟାର୍ସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ୨୬୫୦୦/ଟଙ୍କାର ଡ୍ରାଫ୍ଟ ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ପ୍ରଦାନ କରିଛନ୍ତି । ସହିଦ ଦିନେଶଙ୍କ ବାପା ବିଜୟ ପାତ୍ରଙ୍କ ସମେତ ସତସଙ୍ଗ ମାର୍ଗ ନୁଆସାହିର ବାସିନ୍ଦା ଉପସ୍ଥିତ ଥିଲେ ।

Advertisement