Friday, November 6, 2026
ADVERTISEMENT
Home ଆଞ୍ଚଳିକ ସମାଜ ସେବାରେ କିନ୍ନର ସମାଜ ରାଜ୍ୟ ଉପସଭାପତି ସୁଇଟି ସାହୁ

ସମାଜ ସେବାରେ କିନ୍ନର ସମାଜ ରାଜ୍ୟ ଉପସଭାପତି ସୁଇଟି ସାହୁ

648
Image: Ranjan
ADVERTISEMENT


ବ୍ରହ୍ମପୁର, ୩୦ା୪ (ଇଂ ରଂଜନ):
ସମାଜର ତଳ ସ୍ତରର ବ୍ୟକ୍ତି ବା ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ କରି ରାଜ୍ୟର ଅନ୍ୟତମ ସମାଜ ସେବୀର ମାନ୍ୟତା ପାଇଥିବା କିନ୍ନର ସଂଘର ଉପସଭାପତି ସୁଇଟି ସାହୁ ସଂପ୍ରତି କରୋନା ରୋଗରେ ଭୟାବହତା ଏବଂ ଲକ୍ ଡାଉନ୍ ଉନ୍ ଭଳି ଏକ ଅସମୟରେ ନିଜେ ଏବଂ ସଂଘ ତରଫରୁ ଅଭାବିଙ୍କୁ ସହାୟତା ପ୍ରଦାନ ସହ ରୋଗଠାରୁ ଦୂରେଇବା ପାଇଁ ସଚେତନତା ସୃଷ୍ଟି କରୁଥିବା ସଂଘ ଉପସଭାପତି ସୁଇଟ୍ ସାହୁ କହିଛନ୍ତି ।

Advertisement