Saturday, October 10, 2026
ADVERTISEMENT
Home ଆଞ୍ଚଳିକ ପୋଲିସକୁ ଧମକ ଦେଇ ଥାନାକୁ ଗଲେ ବିମା କମ୍ପାନୀ ଶାଖା ପରିଚାଳକ

ପୋଲିସକୁ ଧମକ ଦେଇ ଥାନାକୁ ଗଲେ ବିମା କମ୍ପାନୀ ଶାଖା ପରିଚାଳକ

375
ADVERTISEMENT

ପାରଳାଖେମୁଣ୍ଡି,୩୦।୪ (ପ୍ରଭାତ କୁମାର ପାତ୍ର) : ପ୍ରଶାସନ ତରଫରୁ ପ୍ରତେକ ଦିନ ମାଇକୀଙ୍ଗ ଦ୍ଵାରା ସଚେତନ କରିବା ସତ୍ବେ ସବିଆଇ ବିମା କମ୍ପାନୀ ପରିଚାଳକ ଜୟନ୍ତ ଜେନା ବିନା ମାସ୍କ ରେ କାର୍ଯ୍ୟାଳୟ କୁ ଯାଉଥିବା ସମୟରେ ପୋଲିସ ପେଟ୍ରଲିଙ୍ଗ ଡିଉଟି ଗାଡି ଅଟକାଇ ପଚାରିବାରୁ ଉକ୍ତ ବ୍ୟକ୍ତି ପୋଲିସ କୁ ଧମକ ଦେଇ ତୁମ ଚାକିରି ଖାଇଦେବି ତୁମେ କିଏ ମୋତେ ଅଟକାଇବାକୁ କହିବାରୁ ପୋଲିସ ବୁଝାଇବା ଚେଷ୍ଟା କରିବାପରେ ନବୁଝିବାରି ଥାନାକୁ ନେବାକୁ ବାଧ୍ୟ ହେଲେ ।

Advertisement