କୋଟଗଡ଼,୨୯।୪(ନଳିନୀ କାନ୍ତ ମିଶ୍ର) : କରୋନା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ଥିବାବେଳେ ଏହାର ଫାଇଦାରେ କିଛି ଲୋକ ଜୁଆ ଖେଳୁଥିବାର ପୋଲିସକୁ ଖବର ମିଳିଥିଲା ଏଭଳି ଦେଖିବାକୁ ମିଳିଛି ତୁମୁଡ଼ିବନ୍ଧ ଠାରେ ଗତକାଲି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ଓ ତୁମୁଡ଼ିବନ୍ଧ ଥାନା ଅଧିକାରୀଙ୍କ ମିଳିତ ଚଢ଼ାଉରେ ୬ ଜଣଙ୍କୁ ଗିରଫ କରିଥିଲେ ଓ ନଗଦ ୧୪୩୫0 ଟଙ୍କା ସିଜ କରିଥିଲେ ଓ ୬ ଜଣକୁ ଗିରଫ କରି କେଶନଂ ୩୩/୨0୨0 ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛନ୍ତି ।


















