ଦାରିଙ୍ଗବାଡି,୨୮।୪(ସଞ୍ଜୟ କୁମାର ସାହୁ) : କନ୍ଧମାଳ ମାନ୍ୟବର ନିର୍ଦ୍ଧେଶ କ୍ରମେ କରୋନା ୱାରିୱାର ପାଇଁ ରାଜ୍ୟର ସମସ୍ତ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣେଇଥିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଭାରପ୍ରାପ୍ତ ଅଧିକାରୀ କୌଶିକ ମାଝୀଙ୍କୁ କରୋନା ୱାରିୱାର ପାଇଁ ଧନ୍ୟବାଦ ଜଣେଇଛନ୍ତି । ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ଉପସଭାପତି ହରେନ କୁମାର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ସାହୁ ଓ ମହେଶ୍ୱର ସାହୁ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


















