Friday, November 6, 2026
ADVERTISEMENT
Home ଆଞ୍ଚଳିକ ଗାଁ ଗାଁ ବୁଲି ଦୁଇ ମହିଳା ନିଜସ୍ଵ ଖର୍ଚ୍ଚରେ ମାସ୍କ ବାଣ୍ଟିବା ସହ କରୋନା...

ଗାଁ ଗାଁ ବୁଲି ଦୁଇ ମହିଳା ନିଜସ୍ଵ ଖର୍ଚ୍ଚରେ ମାସ୍କ ବାଣ୍ଟିବା ସହ କରୋନା ସଚେତନତା

505
ADVERTISEMENT

ଫୁଲବାଣୀ ,୨୮।୪( ପ୍ରଶାନ୍ତ କୁମାର ପାତ୍ର) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭ୍ରୁଙ୍ଗି ଯୋଡ଼ି ଗ୍ରାମରେ ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଛି ମହାମାରୀ କରୋନାକୁ ମୁକାବିଲା କରିବାକୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି କିନ୍ତୁ ଗାଁ ଗହଳିରେ ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ସଂଘର୍ଷ କରିଚାଲିଛନ୍ତି ।ଲୋକଙ୍କୁ ସେବା ଯୋଗାଇବା ପାଇଁ ସମାଜସେବୀ ସେମାନଙ୍କ ସକ୍ଷମ ଅନୁସାରେ କାର୍ଯ୍ୟ କରୁଛନ୍ତି । ସେହିପରି ସମାଜ ସେବି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଭ୍ରୁଙ୍ଗିଯୋଡ଼ି ଗ୍ରାମର ସମାଜ ସେବି ବୁଲି ମହାରଣା ଓ ସଙ୍ଗୀତା ସାହୁ ଦୁଇଜଣଙ୍କ ଉଦ୍ୟମ ପ୍ରଶଂସାରେ ନିଜ ଖର୍ଚ୍ଚରେ ମାସ୍କ ତିଆରି କରି ଗାଁ ଗାଁ ବୁଲି ମାସ୍କ ବଣ୍ଟନ କରିବା ସହ କୁଇ କୁଳ ସମାଜର ସଭାପତି ରାଜେନ୍ଦ୍ର କହଁର ଉପସ୍ଥିତିରେ ଗ୍ରାମବାସୀର ଲୋକଙ୍କୁ କରୋନାର ଭୟା ଭୟତା ବିଷୟରେ ସୂଚାଇ ଥିଲେ ।

Advertisement