Friday, November 6, 2026
ADVERTISEMENT
Home ଆଞ୍ଚଳିକ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ଲକ ଅଧକ୍ଷଙ୍କ ଦଶହଜାର ଟଙ୍କା ଚେକ...

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବ୍ଲକ ଅଧକ୍ଷଙ୍କ ଦଶହଜାର ଟଙ୍କା ଚେକ ପ୍ରଦାନ

393
ADVERTISEMENT

କନ୍ଧମାଳ,୨୮।୪(ସୁରେଶ କୁମାର ପଣ୍ଡା) :କନ୍ଧମାଳ ସାରାଦେଶରେ କରୋନା ଭୁତାଣୁ ଦିନକୁଦିନ ବଢ଼ିବାରେ ଲାଗିଛି । ଏନେଇ କେନ୍ଦ୍ର ଓ ରାଜ୍ୟ ଏକତ୍ରିତ ହୋଇ ଏହାର ମୁକାବିଲା ପାଇଁ ପ୍ରୟାସ ଜାରିରଖିଛନ୍ତି, ଏହାକୁ ନଜରରେ ରଖି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅଧକ୍ଷ ବୀରେନ୍ଦ୍ର କୁମାର କହଁର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧0000/ଟଙ୍କାର ଏକ ଚେକ କନ୍ଧମାଳ ଜିଲ୍ଲାପାଳ ଡ଼. ବୃନ୍ଦାଡ଼ିଙ୍କ ଜରିଆରେ ପ୍ରଦାନ କରିଛନ୍ତି ।

Advertisement