Tuesday, September 8, 2026
ADVERTISEMENT
Home କନ୍ଧମାଳ ମହାସିଙ୍ଗରେ ଚାଷୀଙ୍କ ଅକ୍ଷିମୁଠି ଅନୁକୂଳ ଓ ହଳ ଲଙ୍ଗଳ ପୂଜା

ମହାସିଙ୍ଗରେ ଚାଷୀଙ୍କ ଅକ୍ଷିମୁଠି ଅନୁକୂଳ ଓ ହଳ ଲଙ୍ଗଳ ପୂଜା

1214
ADVERTISEMENT

ବାଲିଗୁଡ଼ା, ୨୬I୦୪ (ଟିକି ଦଣ୍ଡିଆଙ୍କ/ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜ଼ିଲ୍ଲା କରୋନାର ମହାମୁକାବିଲା ପାଇଁ ଲକଡାଉନ ଥିବାରୁ ଫିକା ପଡ଼ିଛି ଅକ୍ଷି ତୃତିୟା ଆଜି ହେଉଛି ପବିତ୍ର ଅକ୍ଷି ତୃତୀୟା ଚାଷୀ ମାନେ ହଳ ଲଙ୍ଗଳ ଧରି ନିଜ ଜମି ଯାଇ ପୂଜା କରିବାସହ ଅକ୍ଷି ମୁଠି ଅନୁକୂଳ କରିଥାନ୍ତି ଏଭଳି ଆଜି ଦେଖିବାକୁ ମିଳିଛି I

କନୂଆଗାଁ ବ୍ଲକ ମହାସିଙ୍ଗ ଗ୍ରାମର ପଜିତା ପାତ୍ର ସକାଳୁ ନିଜ ଜମିକୁ ପୂଜା କରିଥିବା ସହ ଅକ୍ଷି ମୁଠି ଅନୁକୂଳ କରିଥିଲେ I କରୋନା ଭୁତାଣୁକୁ ମୁକାବିଲା ପାଇଁ ରାଜ୍ୟରେ ଲକଡାଉନ ଥିବା ଯୋଗୁଁ ସରକାରୀ କାର୍ଯ୍ୟକ୍ରମ କରାଯାଇ ନଥିଲା I

Advertisement